ଧରାପଡ଼ିଲା ସିରିୟଲ୍‌ କିଲର୍‌: ଏମିତି କରିଥିଲା ୩୩ ଜଣଙ୍କ ହତ୍ୟା

ଭୋପାଲ: ଦିନରେ ଦରଜୀ କାମ କରୁଥିଲେ ଆଉ ରାତିରେ ପାଲଟି ଯାଉଥିଲେ ସଇତାନ୍‌। ରାତିର ଅନ୍ଧାରରେ କରୁଥିଲେ ନର ସଂହାର। ଟାର୍ଗେଟ ଥିଲେ ଟ୍ରକ୍‌ ଡ୍ରାଇଭର୍‌ ଓ ହେଲ୍‌ପର। ଜଣେ ନୁହେଁ କି ଦୁଇ ଜଣ ନୁହେଁ, ୩୩ ଜଣଙ୍କୁ କରିଥିଲେ ହତ୍ୟା। ଆମେ କହୁଛୁ, ଗତ ସପ୍ତାହରେ ଗିରଫ ହୋଇଥିବା ଆଦେଶ ଖାମରା କଥା। ତେବେ ସ୍ୱଭାବରେ ଶାନ୍ତ ଓ ମେଳାପି ଲାଗୁଥିବା ଆଦେଶ ସମ୍ପର୍କରେ ଜାଣିବା ପରେ … Continue reading ଧରାପଡ଼ିଲା ସିରିୟଲ୍‌ କିଲର୍‌: ଏମିତି କରିଥିଲା ୩୩ ଜଣଙ୍କ ହତ୍ୟା